କଟକ ବାଲିଯାତ୍ରା ସହ ଆଧ୍ୟାତ୍ମିକତାକୁ ଯୋଡ଼ିବାକୁ ପଡ଼ିବ : ଅଗସ୍ ଇନ୍ଦ୍ର ଉଦୟନ

ଭୁବନେଶ୍ୱର : ଓଡ଼ିଶା ସହ ଇଣ୍ଡୋନେସିଆର ସଂପର୍କ କେବଳ ବାଣିଜ୍ୟ-ବ୍ୟବସାୟରେ ସୀମିତ ନୁହେଁ। ଦୃଢ଼ ସାଂସ୍କୃତିକ ଓ ଆଧ୍ୟାତ୍ମିକସୂତ୍ରରେ ଦୁଇ ଦେଶ ବନ୍ଧା। ବିଶେଷ କରି ଇଣ୍ଡୋନେସିଆର ବାଲିଦ୍ୱୀପରେ ପ୍ରତି ଗାଁରେ ଜଗନ୍ନାଥ ପୂଜା ପାଉଛନ୍ତି ଏବଂ ଓଡ଼ିଶୀ ନୃତ୍ୟ ଓ ବାଲିର ପାରମ୍ପରିକ ନୃତ୍ୟ ମଧ୍ୟରେ ରହିଛି ବହୁ ସାମଞ୍ଜସ୍ୟ। କଟକରେ ଅନୁଷ୍ଠିତ ହେଉଥିବା ବିଶ୍ୱପ୍ରସିଦ୍ଧ ବାଲିଯାତ୍ରା ସମୟ କ୍ରମେ ଏକ ବାଣିଜ୍ୟିକ ମେଳା ପାଲଟି ଯାଇଛି। ଏଥିରେ … Continue reading କଟକ ବାଲିଯାତ୍ରା ସହ ଆଧ୍ୟାତ୍ମିକତାକୁ ଯୋଡ଼ିବାକୁ ପଡ଼ିବ : ଅଗସ୍ ଇନ୍ଦ୍ର ଉଦୟନ